#ରେପ୍_ଆଣ୍ଡ_ମର୍ଡରରେ_ଅରୁଣଙ୍କ_ଖାସ୍_ଗୟା!
#ଖୋଲିଲା_18_ବର୍ଷ_ତଳର_କ୍ରାଇମ_ଫାଇଲ୍
ଅରୁଣ ସାହୁଙ୍କ ରାଇଟହାଣ୍ଡ ଗୟାଧର ପରିଡାଙ୍କ ନାଁରେ ଦୁଷ୍କର୍ମ ଓ ହତ୍ୟାର ସଂଗୀନ ଅଭିଯୋଗ। କୋର୍ଟଙ୍କ ନିର୍ଦ୍ଦେଶରେ ଖୋଲିଲା ୧୮ ବର୍ଷ ତଳର ତପସ୍ଵନୀ ମର୍ଡର କେସ, ୮୦ କୋଟିର ଦୁର୍ନୀତି ମାମଲା ରହିଛି ବିଜେଡି ନେତାଙ୍କ ନାଁରେ..।
#MurderCase #filereopen #CRIMEFILE #arunsahoo #gayadharaparida #Odisha #ArgusNews